ସୂଚନା କାର୍ଯ୍ୟକ୍ରମ= କେସିଙ୍ଗା -ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାଠାରେନବନିର୍ମିତ ଖେଳପଡ଼ିଆର ଶୁଭ ଉଦ୍ଘାଟନ ଉତ୍ସବ
ଆସନ୍ତା ୨୬.୧.୨୬ ରିଖ ସୋମବାରପୂର୍ବାହ୍ନ ଘ. ୧୧.୩୦ ମିନିଟ୍ ସମୟରେ ଆୟୋଜିତ ହେବ ।ଏହି ଉତ୍ସବରେମୁଖ୍ୟ ଅତିଥି ଭାବେ ଗଣେଶ ରାମ ସିଂଖୁଣ୍ଟିଆ, ମାନ୍ୟବର ମନ୍ତ୍ରୀ, ଜଙ୍ଗଲ,…
