କଳାହାଣ୍ଡି-ପ୍ରସନ୍ନ ନାଏକ (ସମୃଦ୍ଧି ଓଡିଶା) ଓଡିଶା ପ୍ରଦେଶ ର ଯଶସ୍ବୀ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସଂଘଠନ ମହାମନ୍ତ୍ରୀ ସାଧାରଣ ସମ୍ପାଦକ ଶ୍ରୀ ମାନସ ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ବିଧାୟକ ଧର୍ମଗଡ଼ ଶ୍ରୀ ସୁଧୀର ରଞ୍ଜନ ପାଟଯୋଶୀ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ରମେଶ ମାଝୀ, ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି ଙ୍କ ଉପସ୍ଥିତି ରେ କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ୱ ରେ କଳାହାଣ୍ଡି ଜିଲ୍ଲା ର ଲାଞ୍ଜିଗଡ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କମଳା ପାତ୍ର, ସମିତି ସଭ୍ୟ, ମୁକ୍ତା ଭୋଇ, ଯଶୋବନ୍ତି ନାଏକ, ତ୍ରିନାଥ ମାଝୀ, ପୁଙ୍ଗୁରି ମାଝୀ, ସନ୍ୟାସୀ ମାଝୀ, ରୁପେନ୍ଦ୍ର ଛତ୍ରିଆ, ସମାଜସେବୀ ହରିଶଙ୍କର ପାତ୍ର, ଦିଲୀପ କୁମାର ନାଗ, ସାନ ନାଗ,ଥୁଆମୂଳରାମପୁର ବ୍ଲକ ର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ମାଝୀ, ରାନୀ ନାଏକ, ବିକ୍ରମ ମାଝୀ, ଇଶ୍ୱର ରେଲି, ଅଜିତ ନାଗ, ମନୋଜ କୁମାର ନାଗ, ପୀତବାସ ନାଗ, ଭବାନୀପାଟଣା ବ୍ଲକ ରୁ ପୂର୍ବତନ ବ୍ଲକ ସଭାପତି ବିଜେଡି ରୁ ଶ୍ରୀ ସୁରେନ୍ଦ୍ର ପ୍ରଧାନ, ବିଜେଡି ଯୁବ ନେତା ଶ୍ରୀ ଅବନୀ ଭୋଇ, ସୁଧୀର ଗହୀର, ବରୁଣ ମାଝୀ, ବିଭୀଷଣ ମାଝୀ, ନର୍ଲା ବ୍ଲକ ରୁ ସମାଜସେବୀ ଶ୍ରୀ ମୋତିଲାଲ ଭୋଇ, ବିଜେଡି ଓ କଂଗ୍ରେସ ଦଳ କୁ ପରିତ୍ୟାଗ କରି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓ ଓଡିଶା ପ୍ରଦେଶ ର ଯଶସ୍ବୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଙ୍କ ନେତୃତ୍ୱଧୀନ ସରକାର ଙ୍କ ଅନେକ ଜନହିତକାରି, ଗରିବ କଲ୍ୟାଣ, ଜନକଲ୍ୟାଣ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକଶିତ କାର୍ଯ୍ୟ ରେ ପ୍ରଭାବିତ ହୋଈ ବିଜେପି ରେ ଯୋଗଦାନ କଲେ, ଏହି ସମୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା, ସାଧାରଣ ସମ୍ପାଦକ ସତ୍ୟ ବେହେରା, ଉପସଭାପତି ରୁପେଶ ଜୈନ, ସମ୍ପାଦକ ବିଭୀଷଣ ସାହୁ, ଭବାନୀଷଙ୍କର ନିଆଲ, ବରିଷ୍ଠ ନେତା ବଣ୍ଟି ଜୈନ ପ୍ରମୁଖ ଉପସ୍ଥିତ ଥିଲେ l
ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ରେ କଳାହାଣ୍ଡି ଜିଲ୍ଲା ର ମିଶ୍ରଣ ପର୍ବ











Leave a Reply