ଆସନ୍ତା ୨୬.୧.୨୬ ରିଖ ସୋମବାର
ପୂର୍ବାହ୍ନ ଘ. ୧୧.୩୦ ମିନିଟ୍ ସମୟରେ ଆୟୋଜିତ ହେବ ।
ଏହି ଉତ୍ସବରେ
ମୁଖ୍ୟ ଅତିଥି ଭାବେ ଗଣେଶ ରାମ ସିଂଖୁଣ୍ଟିଆ, ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା
ଓଡ଼ିଶା ସରକାର
ସମ୍ମାନିତ ଅତିଥି ଭାବେ ମାଳବିକା ଦେବୀ ସାଂସଦ, ଲୋକସଭା, କଳାହାଣ୍ଡି ଅନୁପମ ସାହା, (ଭା.ପ୍ର.ସେ) ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ
ନୃପରାଜ ଯାଦବ ଅଧ୍ଯକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଚନ୍ଦନ କୁମାର ସେନାପତି ଅଧ୍ଯକ୍ଷ, ପଞ୍ଚାୟତ ସମିତି, କେସିଙ୍ଗା ଙ୍କ ସମେତ ରାଧାକାନ୍ତ ଛତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି
ପାୱାର ସଚିନ୍ ପ୍ରକାଶ, (ଭା.ପ୍ର.ସେ)
ଜିଲ୍ଲାପାଳ, କଳାହାଣ୍ଡି ପ୍ରମୁଖ ଯୋଗଦାନ ଦେବାର ସୂଚନା ରହିଛି।
ବିଷୟ-ନବ ନିର୍ମିତ ଖେଳ ପଡିଆ ର ଶୁଭ ଉଦ୍ଘାଟନ
ସ୍ଥାନ-କେସିଙ୍ଗା ସହର ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ
ସମୟ-ପୂର୍ବାହ୍ନ ୧୧.୩୦ଟା










Leave a Reply