ଅଭିଯୋଗ ପରେ ବି ମରାମତି ହୋଇନି ହାଇମେକ୍ସ ଲାଇଟ୍ । କାମ ନକରି କାମ ସରିଥିବା ଦର୍ଶାଇଛନ୍ତି ବ୍ଲକ ପ୍ରଶାସନିକ
କେସିଙ୍ଗା-(ପ୍ରଫୁଲ୍ଲ ସାହୁ) କଳାହାଣ୍ଡି: କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମରେ ଥିବା ମାଉସିମା ମନ୍ଦିର ନିକଟର (ହାଇମେକ୍ସ) ଲାଇଟ୍ ମରାମତିକୁ ନେଇ ପ୍ରଶାସନିକ ଅବହେଳାର ଅଭିଯୋଗ ସାମ୍ନାକୁ…
