ଅମୃତ ଭାରତ ଯୋଜନାରେ ନବକଳେବର ପାଇଥିବା କେସିଙ୍ଗା ରେଳ ଷ୍ଟେସନର ଉଦଘାଟନ(ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ)
କେସିଙ୍ଗା, ୧୭/୭: (ପ୍ରଫୁଲ୍ଲ ସାହୁ)କଳାହାଣ୍ଡି ଜିଲ୍ଲାର ଐତିହାସିକ ତଥା ସର୍ବପୁରାତନ କେସିଙ୍ଗା ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ନବକଳେବର ପାଇଛି। ପ୍ରାୟ ୨୨…
