ଅମାଠ ଛକଠାରେ ଅଚିହ୍ନା ମୃତଦେହ ଉଦ୍ଧାର ।ଜାତୀୟ ରାଜପଥ ୨୬ ଉପରେ ଜଣେ ବ୍ୟକ୍ତିର ସନ୍ଦେହ ଜନକ ମୃତ୍ୟୁ


କେସିଙ୍ଗା -୩୦.୬.-( ପ୍ରଫୁଲ୍ଲ ସାହୁ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବରଗଡ – ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକ ଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତ ଶରୀର ମଙ୍ଗଳବାର ପଡ଼ିରହିଥିଲା । ମୃତ ଶରୀର ବିଷୟରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳ ଙ୍କୁ ପଚାରିବାରୁ ପ୍ରାଥମିକ ତଦନ୍ତ ରୁ ଏହା ଦୁର୍ଘଟଣାଭଳି ଜଣାପଡ଼ୁଛି ବର୍ତ୍ତମାନ୍ ମୃତ ଶରୀର କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ ବ୍ୟବଚ୍ଛେଦ କଲା ପରେ ସଂପୂଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *